3 comments:

ଅତି ପ୍ରିୟ ଗାଳ୍ପିକା ଙ୍କ ସହ ସାକ୍ଷାତକାର ଟି ପ୍ରକାଶିତ କରିଥିବାରୁ ଅନେକ ଧନ୍ୟବାଦ | ବହୁତ ସୁନ୍ଦର ପ୍ରଶ୍ନ ଆଉ ଉତ୍ତର | ଦୟାକରି ଲେଖିକା ଙ୍କୁ ଚିଠି ପଠାଇବାର ଠିକଣା ଟି ଆପଣ ଜଣାଇ ପାରିବେ କି?

This comment has been removed by the author.

ତାଙ୍କ ରଚିତ 'ନିଶାନ୍ତ' ବହି ଟି ମୁଁ ବହୁତ ଖୋଜି ପାଇ ପାରୁ ନାହିଁ | ଏହାର ପ୍ରକାଶକଙ୍କ ନାମ ଆପଣ ଦୟାକରି ଜଣାଇ ପାରିଲେ ମୁଁ ଉପକୃତ ହେବି |

Post a Comment